କରୋନା ସଂକ୍ରମିତ ବୃଦ୍ଧ ଦମ୍ପତିଙ୍କ ଜିତାପଟ

ଚିକିତ୍ସା ବେଳେ ମେଡିକାଲ୍‌ରେ ହୋଇଥିଲେ ସଂକ୍ରମିତ କେନ୍ଦ୍ରାପଡ଼ା : ସ୍ବାମୀଙ୍କୁ ୮୫, ପତ୍ନୀଙ୍କୁ ୭୮। କେନ୍ଦ୍ରାପଡ଼ା ବ୍ଲକ୍‌ ବଗଡ଼ା ପଞ୍ଚାୟତ ବଳିରାଜ ଗାଁର ଏହି ଦମ୍ପତି ପରିଣତ ବୟସରେ କରୋନାକୁ ହରାଇ ଚର୍ଚ୍ଚାକୁ ଆସିଛନ୍ତି। ଏଭଳି ଘଟଣା କରୋନା ସ˚କ୍ରମିତଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବି ଉଭୟଙ୍କ ଧୈର୍ଯ୍ୟ ଓ ସାହସକୁ ସାବାସୀ ଜଣାଇବା ସହ ଅନ୍ୟ ସଂକ୍ରମିତଙ୍କୁ କରୋନା ବିରୋଧୀ ଲଢେ଼ଇରେ … Continue reading କରୋନା ସଂକ୍ରମିତ ବୃଦ୍ଧ ଦମ୍ପତିଙ୍କ ଜିତାପଟ